You can write and publish your own articles here.
Please download the app to get started.

Download App

ମୁଁ ପ୍ରକୃତରେ ବହୁତ ଅହ˚କାରୀ

ସଂଗୃହୀତ

ଜଣେ ବ୍ୟକ୍ତି ଗୁରୁଙ୍କୁ ପଚାରିଲେ- ମହାଶୟ, ମୁଁ ମୋର ଦୁର୍ଗୁଣ ସବୁକୁ କେମିତି ଜାଣିବି? ଗୁରୁ କହିଲେ- ତୁମେ ନିଜକୁ ଅନ୍ୟର ଆଖିରେ ଦେଖ। ସେଇ ବ୍ୟକ୍ତି ଗୁରୁଙ୍କ କଥା ଅନୁସାରେ ନିଜ ଉପରେ ବାହାରୁ ଦୃଷ୍ଟି ପକାଇବାର କଳ୍ପନା କରି ନିଜର ଅନୁଶୀଳନ କରିବାକୁ ଲାଗିଲେ। ତା’ ପରେ ସେ ଗୁରୁଙ୍କୁ କହିଲେ- ସତ କହିଛନ୍ତି। ମୋର ସବୁଠାରୁ ବଡ଼ ବଦ୍‌ଗୁଣ ଦେଖିବାକୁ ପାଇଛି। ଗୁରୁ କହିଲେ- ତାହା କ’ଣ? ସେହି ବ୍ୟକ୍ତି କହିଲେ- ମୋର ଏକ ବଡ଼ ଦୁର୍ଗୁଣ ହେଲା ମୁଁ କାହାକୁ କିଛି ମନା କରିପାରେ ନାହିଁ। ତେଣୁ ମୁଁ ବହୁବାର ଠକାମିର ଶିକାର ହେଲିଣି। ହଇରାଣରେ ପଡୁଛି। ଗୁରୁ ଅଳ୍ପ ହସି କହିଲେ- ତୁମେ ଏବେ ଯେଉଁ ଗୁଣକୁ ତୁମ ଦୁର୍ଗୁଣ ବୋଲି କହିଲ ପ୍ରକୃତରେ ତାହା ତୁମର ଏକ ଭଲ ଗୁଣ। ତାହା ସୂଚାଏ ତୁମେ କେତେ ଉଦାର! ଏହାର କାରଣ ତୁମେ ନିଜ.......Read More

Category: ପ୍ରେରଣା | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App