You can write and publish your own articles here.
Please download the app to get started.

Download App

ଧର୍ମେନ୍ଦ୍ର ଓ ହେମାଙ୍କ ପ୍ରେମ କାହାଣୀ

ସଂଗୃହୀତ

ମୁମ୍ବାଇ: ଦୁହିଁଙ୍କ ମଧ୍ୟରେ କିଛି ବାଟର ଦୂରତା। ହେଲେ କେହି କାହାକୁ ମୁହଁ ଉଠାଇ ଚାହାନ୍ତିନି । ତଥାପି ସ୍ବାମୀଙ୍କ ସମ୍ମାନ ପାଇଁ ନା ଦୁହିଁଙ୍କ ମଧ୍ୟରେ ମତାନ୍ତର ଅଛି ନା ସମ୍ପର୍କ। କୁହା ବୋଲା ସମ୍ପର୍କ ଛାଡ଼ି ଦେଲେ ପୂରା ଜୀବନରେ ଦୁହିଁଙ୍କ ମଧ୍ୟରେ ନାହିଁ ଆଉ କୌଣସି ଭାବ। କେମିତି ବା ହେବ, ଦୁହେଁ ତ ସଂପର୍କରେ ଦୋଛକିରେ । ଇଏ ଏମିତି ଏକ ଜଟିଳ ସଂପର୍କ ନା ତାକୁ ଭାଙ୍ଗି ହେବ, ନା ଆପଣାର କରିହେବ। କାହିଁକିନା ସେମାନେ ବା ଦୁଇ ସଉତୁଣୀ... ପ୍ରକାଶ କୌର ଓ ହେମା ମାଳିନୀ...ଦୁହେଁ ଦୁହିଁଙ୍କ ମଧ୍ୟରେ ଟାଣିଥିବା ସମ୍ମାନ ଲକ୍ଷ୍ମଣ ରେଖା... ୧୯୫୪ ମସିହାର କଥା ... ଧର୍ମେନ୍ଦ୍ରଙ୍କ ବୟସ ଥିଲା ମାତ୍ର ୧୯। ସେତେବେଳେ ପ୍ରକାଶ କୌରଙ୍କୁ ଜୀବନସାଥୀ କରିଥିଲେ। ସେହି ସମୟରେ, ଧର୍ମେନ୍ଦ୍ର ସିନେମାର ଗ୍ଲାମରଠାରୁ ଥିଲେ ବହୁତ ଦୂରରେ। ସେ ଥିଲେ ଫଗୱାଡ଼ାର ଜଣେ ପଞ୍ଜାବୀ.......Read More

Category: ସିନେମା | Language: Odia




Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App