You can write and publish your own articles here.
Please download the app to get started.

Download App


X Close

ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-3)

୧ମ ପାଞ୍ଜି ମତେ,-ଏ ଉତ୍ତାରୁ ଅନନ୍ତ କେଶରୀ ଭୋଗକଲେ ବରସ ୧୪ । ଏ ଭୁବନେସର ଦେଉଳ ତୋଳାଉଥିଲେ ।

୨ୟ ପାଞ୍ଜି ମତେ, -ଏ ଉତ୍ତାରୁ ଅନନ୍ତ କେଶରୀ ରାଜା ରାଜ୍ୟ କଲେ । ଏ ରାଜା ଭୁବନେସର ଦେଉଳ ତୋଳାଉଥିଲେ । ଏ ରାଜାଙ୍କ ଅ୧୭ଙ୍କେ ବତାସ କଲା । ଏ ରାଜା ଭୋଗ କଲେ ଅ ୨୯ଙ୍କକୁ ବ ୨୪ ରସ ।

୩ୟ ପାଞ୍ଜି ମତେ, -ଏ ରାଜା ଭୋଗ କଲେ ବ ୪୦ରସ ସ୫୪୫ କାବ୍ଦ ପର୍ଯ୍ୟନ୍ତ ।


Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App